JADI EMITI GELHEI
演唱:Humane Sagar、Sital KabiMale-
ତମେ କୁହ ତମକୁ-ଫେରି ନ ଚାହିଁବାର- ଗୋଟିଏ କାରଣ
ମୁଁ କହିବି-ତମ ପ୍ରେମରେ ପଡିବାର- ହଜାରେ କାରଣ
Female-
ତମେ କୁହ ତମକୁ-ଫେରି ନ ଚାହିଁବାର- ଗୋଟିଏ କାରଣ
ମୁଁ କହିବି-ତମ ପ୍ରେମରେ ପଡିବାର- ହଜାରେ କାରଣ
Male-
ତମେ, ଗୋଟିଏ ଚାଉଳେ ଗଢା- ମୋହିନୀ କନ୍ଯା,
ଲାଜେଇ-ଲାବଣ୍ୟବତୀ-ଲାଜ ବରନା,
ତମ ପରି କିଏ ସେ ହବ...
ଯଦି ଏମିତି- ଗେହ୍ଲେଇ କଥା କହିବ
ଯିଏ ନାଇଁ ସିଏ ଭଲପାଇବ I
ଯଦି ଏମିତି- ଗେହ୍ଲେଇ କଥା କହିବ
ଯିଏ ନାଇଁ ସିଏ ଭଲପାଇବ I
ଯିଏ ନାଇଁ ସିଏ ଭଲପାଇବ I
Female-
ରାଜା ପୁଅ ପରି ଚେହେରା, ତୁମ ହୂରଦାୟ ସୁନ୍ଦର
ପ୍ରେମିକ ପଣରେ ତୁମେ, ଟିକେ ଅଲଗା ପ୍ରକାର
Male-
କୋଣାର୍କ କାନ୍ଥରେ ତମେ- ସତେ- ସୁନ୍ଦରୀ ନର୍ତକୀ
ଅଙ୍ଗେ ଅଙ୍ଗେ ତମ ପ୍ରେମ-ହାଏ-ପଡ଼ୂଚି ଝଟକି
Female-
ତମେ, ପ୍ରେମରେ ପୁରବୀ ରାଗ - ଶୋହଳ କଳା,
ଯାଣିଚ ବସିକରଣ-ପଦୂଅଁତୋଳା
ତମ ବିନା ରହି କି ହବ...
ଯଦି ଏମିତି-ଲହୁଣି ମାରି କହିବ
ଯିଏ ନାଇଁ ସିଏ ଭଲପାଇବ
Male-
ଯଦି ଏମିତି- ଗେହ୍ଲେଇ କଥା କହିବ
ଯିଏ ନାଇଁ ସିଏ ଭଲପାଇବ I
ଯିଏ ନାଇଁ ସିଏ ଭଲପାଇବ I
Male-
କସ୍ତୁରୀ ମିରିଗ ପରି-ତମେ- ନିଜକୁ ଚିନ୍ହିନ
ତମ ଦେହର ବାସ୍ନା ରେ-ମତେ-କର ସମ୍ମୋହନ
Female-
ହୋ ....ରସିକ ରସ ନାଗର ମନ କଲ ଚୋରି,
ରୂପରେ ଗୁଣରେ ତୁମ ସତେ କିଏ ହେବ ସରି
Male-
ତୁମେ ଚଗଲି ଛପ୍ପଳ ମତି ଚହଟ ଚମ୍ପା
କଅଁଳ କିରଣ ଛୁଅଁ କାକର ଟୋପା
ତୁମ ପ୍ରେମ ଜୀବନ ନବ ଅ...
ଯଦି ଏମିତି ଆଖିରେ ତୁମେ ଚାହିଁବ ଯିଏ ନାହିଁ ସିଏ ଭଲ ପାଇବା
Female-
ଯଦି ଏମିତି-ଲହୁଣି ମାରି କହିବ
ଯିଏ ନାଇଁ ସିଏ ଭଲପାଇବ
Male-
ଯିଏ ନାଇଁ ସିଏ ଭଲପାଇବ
ତମେ କୁହ ତମକୁ-ଫେରି ନ ଚାହିଁବାର- ଗୋଟିଏ କାରଣ
ମୁଁ କହିବି-ତମ ପ୍ରେମରେ ପଡିବାର- ହଜାରେ କାରଣ
Female-
ତମେ କୁହ ତମକୁ-ଫେରି ନ ଚାହିଁବାର- ଗୋଟିଏ କାରଣ
ମୁଁ କହିବି-ତମ ପ୍ରେମରେ ପଡିବାର- ହଜାରେ କାରଣ
Male-
ତମେ, ଗୋଟିଏ ଚାଉଳେ ଗଢା- ମୋହିନୀ କନ୍ଯା,
ଲାଜେଇ-ଲାବଣ୍ୟବତୀ-ଲାଜ ବରନା,
ତମ ପରି କିଏ ସେ ହବ...
ଯଦି ଏମିତି- ଗେହ୍ଲେଇ କଥା କହିବ
ଯିଏ ନାଇଁ ସିଏ ଭଲପାଇବ I
ଯଦି ଏମିତି- ଗେହ୍ଲେଇ କଥା କହିବ
ଯିଏ ନାଇଁ ସିଏ ଭଲପାଇବ I
ଯିଏ ନାଇଁ ସିଏ ଭଲପାଇବ I
Female-
ରାଜା ପୁଅ ପରି ଚେହେରା, ତୁମ ହୂରଦାୟ ସୁନ୍ଦର
ପ୍ରେମିକ ପଣରେ ତୁମେ, ଟିକେ ଅଲଗା ପ୍ରକାର
Male-
କୋଣାର୍କ କାନ୍ଥରେ ତମେ- ସତେ- ସୁନ୍ଦରୀ ନର୍ତକୀ
ଅଙ୍ଗେ ଅଙ୍ଗେ ତମ ପ୍ରେମ-ହାଏ-ପଡ଼ୂଚି ଝଟକି
Female-
ତମେ, ପ୍ରେମରେ ପୁରବୀ ରାଗ - ଶୋହଳ କଳା,
ଯାଣିଚ ବସିକରଣ-ପଦୂଅଁତୋଳା
ତମ ବିନା ରହି କି ହବ...
ଯଦି ଏମିତି-ଲହୁଣି ମାରି କହିବ
ଯିଏ ନାଇଁ ସିଏ ଭଲପାଇବ
Male-
ଯଦି ଏମିତି- ଗେହ୍ଲେଇ କଥା କହିବ
ଯିଏ ନାଇଁ ସିଏ ଭଲପାଇବ I
ଯିଏ ନାଇଁ ସିଏ ଭଲପାଇବ I
Male-
କସ୍ତୁରୀ ମିରିଗ ପରି-ତମେ- ନିଜକୁ ଚିନ୍ହିନ
ତମ ଦେହର ବାସ୍ନା ରେ-ମତେ-କର ସମ୍ମୋହନ
Female-
ହୋ ....ରସିକ ରସ ନାଗର ମନ କଲ ଚୋରି,
ରୂପରେ ଗୁଣରେ ତୁମ ସତେ କିଏ ହେବ ସରି
Male-
ତୁମେ ଚଗଲି ଛପ୍ପଳ ମତି ଚହଟ ଚମ୍ପା
କଅଁଳ କିରଣ ଛୁଅଁ କାକର ଟୋପା
ତୁମ ପ୍ରେମ ଜୀବନ ନବ ଅ...
ଯଦି ଏମିତି ଆଖିରେ ତୁମେ ଚାହିଁବ ଯିଏ ନାହିଁ ସିଏ ଭଲ ପାଇବା
Female-
ଯଦି ଏମିତି-ଲହୁଣି ମାରି କହିବ
ଯିଏ ନାଇଁ ସିଏ ଭଲପାଇବ
Male-
ଯିଏ ନାଇଁ ସିଏ ଭଲପାଇବ